BSE Odisha Class 6 Geography
Chapter 1 – ପୃଥିବୀ ଓ ସୌର ଜଗତ
୧। ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ସୌରଜଗତ କହିଲେ କ’ଣ ବୁଝ ?
ସୂର୍ଯ୍ୟ ସହିତ ଗଠିତ ଗ୍ରହ, ଉପଗ୍ରହ, ଧୂମକେତୁ ଓ ଉଲ୍କାମାନଙ୍କର ସମୁହକୁ ସୌରଜଗତ କୁହାଯାଏ।
(ଖ) ସୂର୍ଯ୍ୟଙ୍କ ନିକଟତମ ଗ୍ରହ କେଉଁଟି ?
ସୂର୍ଯ୍ୟଙ୍କ ନିକଟତମ ଗ୍ରହ ବୁଧ।
୪। ପାର୍ଥକ୍ୟ ଲେଖ ।
| ଗ୍ରହ | ନକ୍ଷତ୍ର |
|---|---|
| ନିଜର ଆଲୋକ ନଥାଏ। | ନିଜର ଆଲୋକ ଥାଏ। |