BSE Odisha Class 6 Geography
Chapter 1 – ପୃଥିବୀ ଓ ସୌର ଜଗତ
୧। ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ସୌରଜଗତ କହିଲେ କ’ଣ ବୁଝ ?
ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇ ଶୂନ୍ୟରେ ଘୂରିବୁଲୁଥିବା ଆଠଟି ଗ୍ରହ, ତିନୋଟି ବାମନ ଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲ୍କା ଓ ଧୂମକେତୁକୁ ନେଇ ସୂର୍ଯ୍ୟ ସହିତ ଗଠିତ ପରିବାରକୁ ସୌରଜଗତ କୁହାଯାଏ।
(ଖ) ଦୂରତା କ୍ରମରେ ସୌରଜଗତର ଗ୍ରହଗୁଡ଼ିକର ନାମ ଲେଖ ।
ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଓ ନେପ୍ଚ୍ୟୁନ୍।
📌 Exam Tip: “ସୌରଜଗତ” ପ୍ରଶ୍ନରେ ଗ୍ରହ + ଉପଗ୍ରହ + ଧୂମକେତୁ ଉଲ୍ଲେଖ କର।
୨। ଶୂନ୍ୟସ୍ଥାନ ପୂରଣ କର ।
- ଉଲ୍କା ଧୂମକେତୁର ସଲଫାଇଡ୍ ରେ ଗଠିତ।
- ଆମ ସୌରଜଗତ ଆକାଶଗଙ୍ଗା ଛାୟାପଥରେ ଅବସ୍ଥିତ।
- ସୂର୍ଯ୍ୟଙ୍କ ନିକଟତମ ଗ୍ରହ ବୁଧ।
୪। ପାର୍ଥକ୍ୟ ଲେଖ ।
| ଗ୍ରହ | ନକ୍ଷତ୍ର |
|---|---|
| ନିଜର ଆଲୋକ ନଥାଏ। | ନିଜର ଆଲୋକ ଓ ଉତ୍ତାପ ଥାଏ। |
| ସୂର୍ଯ୍ୟ ଆଲୋକରେ ଆଲୋକିତ। | ନିଜସ୍ଵ ଆଲୋକ ଦ୍ୱାରା ଉଜ୍ଜ୍ୱଳ। |